ଅର୍ଥ : କୌଣସି ଘର, ଦଳ ବା ସମାଜଆଦିର ପ୍ରମୁଖ
							ଉଦାହରଣ : 
							ଅଟଳଜୀ ଭାଜପାର ମୁଖିଆ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାକୁ ସବୁଠୁଁ ଅଧିକ ମହତ୍ତ୍ୱ ଦିଆଯାଏ
							ଉଦାହରଣ : 
							ମୁଖ୍ୟ ତରଙ୍ଗ ଗୌଣ ତରଙ୍ଗଠାରୁ ଅଧିକ ବେଗରେ ଗତି କରେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଆବଶ୍ୟକ ହୁଏ
							ଉଦାହରଣ : 
							ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :
Serving as an essential component.
A cardinal rule.