ଅର୍ଥ : ନୂଆ ନୂଆ ପାର୍ଟି ତିଆରି କରିବାରେ ଯେ ସିଦ୍ଧହସ୍ତ
							ଉଦାହରଣ : 
							ଆଜିକାଲିର ନେତା ପାର୍ଟିବାଜ, ଯେତେବେଳେ ଇଚ୍ଛା ସେତେବେଳେ ନୂଆ ପାର୍ଟି ତିଆରି କରି ଦେଉଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
वह जो नई-नई पार्टियाँ बनाने में सिद्धहस्त हो।
आजकल के नेता पार्टीबाज़ हैं,जब जी में आता है नई पार्टी बना लेते हैं।