ଅର୍ଥ : ଅତୁଳନୀୟ ସାହସୀ
							ଉଦାହରଣ : 
							ଦୁଃସାହସୀ ଭୀମଙ୍କଠାରୁ ଦୁର୍ଯୋଧନ ହାରୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନୁଚିତ କିମ୍ବା ଆବଶ୍ୟକତାରୁ ଅଧିକ ସାହସ କରିବା ଲୋକ
							ଉଦାହରଣ : 
							ଭୀମ ବଡ଼ ଦୁଃସାହସୀ ବାଳକ
							
ଅନ୍ୟ ଭାଷାରେ ଅନୁବାଦ :
Characterized by a lightly pert and exuberant quality.
A certain irreverent gaiety and ease of manner.