ଅର୍ଥ : ଓଦାମାଟିଆଦି ପଦାର୍ଥକୁ ପିଟି, ଦବାଇ ବା ଛାଞ୍ଚରେ ପକାଇ ବିଶେଷ ରୂପଦେବା
							ଉଦାହରଣ : 
							ଗାଆଁରେ ଘସି କରିବା ପାଇଁ ଗୋବରକୁ ଥାପନ୍ତି  ଶ୍ରମିକମାନେ ଇଟା ପକାଉଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
							ଉଦାହରଣ : 
							ସେ ତାର ଦୋଷ ମୋ ଉପରେ ଲଦିଦେଲା
							
ଅନ୍ୟ ଭାଷାରେ ଅନୁବାଦ :