ଅର୍ଥ : ତିରିଶବର୍ଷର ଆୟୁ ବା ଗଣନାରେ ତିରିଶତମ ସ୍ଥାନରେ ଆସୁଥିବା ବର୍ଷ
							ଉଦାହରଣ : 
							ତିରିଶରେ ତାର ବିବାହ ହେଲା
							
ଅନ୍ୟ ଭାଷାରେ ଅନୁବାଦ :
+ गणना में तीस के स्थान पर आने वाला साल।
तीसवें में उसकी शादी हुई।A period of time occupying a regular part of a calendar year that is used for some particular activity.
A school year.ଅର୍ଥ : କୌଣସି ଇଂରେଜୀ ମାସର ତ୍ରିଂଶତ୍ତମ ଦିନ ପଡ଼ୁଥିବା ତାରିଖ
							ଉଦାହରଣ : 
							ଆସନ୍ତାମାସ ତିରିଶ ତାରିଖରେ ନିର୍ବାଚନ
							
ସମକକ୍ଷ : ତିରିଶ ତାରିଖ