ଅର୍ଥ : ଯିଏ ଗର୍ବୀ ବା ଗର୍ବ କରିବା ଲୋକ
							ଉଦାହରଣ : 
							ରାଜେଶ ଜଣେ ଗର୍ବୀ ବ୍ୟକ୍ତି
							
ସମକକ୍ଷ : ଅହଂଭାବପୂର୍ଣ୍ଣ, ଅହଙ୍କାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅହଙ୍କାର ବା ଦର୍ପରେ ପୂର୍ଣ୍ଣ
							ଉଦାହରଣ : 
							ଅହଙ୍କାରୀ ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ ହୋଇଥାଏ
							
ସମକକ୍ଷ : ଅବିନୀତ, ଅବିନୟୀ, ଅହଙ୍କାରୀ, ଦର୍ପୀ, ଦାମ୍ଭିକ
ଅନ୍ୟ ଭାଷାରେ ଅନୁବାଦ :
अभिमान या दर्प से भरा हुआ।
अभिमानी व्यक्ति समाज के लिए अभिशाप होते हैं।