ଅର୍ଥ : ସଂସ୍କୃତ ବ୍ୟାକରଣରେ ସେହି ଶବ୍ଦ ଯାହା ଧାତୁରେ କୃତ ପ୍ରତ୍ୟୟ ଲଗାଇଲେ ତିଆରି ହୁଏ
							ଉଦାହରଣ : 
							ପଚ୍ ଧାତୁର କୃଦନ୍ତ ରୂପ ହେଉଛି ପାଚକ
							
ସମକକ୍ଷ : କୃଦନ୍ତ
ଅନ୍ୟ ଭାଷାରେ ଅନୁବାଦ :
A non-finite form of the verb. In English it is used adjectivally and to form compound tenses.
participial, participle