ଅର୍ଥ : କେବେ ନୁହେଁ ବା ଶତପ୍ରତିଶତ କୌଣସି ସମୟରେ ବି ନୁହେଁ
							ଉଦାହରଣ : 
							ମୁଁ କେବେ ଖରାପ କାମ କରିବି ନାହିଁତୁମେ ମିଛ କହୁଛ ବୋଲି ମୁଁ କେବେ କହିଲି?
							
ଅନ୍ୟ ଭାଷାରେ ଅନୁବାଦ :
कभी नहीं या शत-प्रतिशत किसी भी समय नहीं।
मैं गलत काम कभी नहीं करूँगा।ଅର୍ଥ : ଯେକୌଣସି ଅବସ୍ଥାରେ (କାହା ସହିତ ନାହିଁ ବା ନଆସିବା ଆବଶ୍ୟକ ହୋଇଥାଏ)
							ଉଦାହରଣ : 
							ମୁଁ ଏହି କାମ କଦାପି କରିବି ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
In the slightest degree or in any respect.
Are you at all interested? No, not at all.