ଅର୍ଥ : କାହାରି କୁଳପରମ୍ପରା ଅନୁସାରେ ପୂଜିତ ହେଉଥିବା ଦେବତା
							ଉଦାହରଣ : 
							ହନୁମାନ ଆମର ଇଷ୍ଟଦେବତା
							
ସମକକ୍ଷ : ଇଷ୍ଟ ଦିଅଁ, ଇଷ୍ଟ ଦେବ, ଇଷ୍ଟଦେବତା, କୁଳଦେବତା
ଅନ୍ୟ ଭାଷାରେ ଅନୁବାଦ :
वह देवता जिसकी पूजा किसी कुल में परंपरा से होती आई हो।
हनुमान हमारे इष्ट देवता हैं।A deity worshipped by the Hindus.
hindu deity