ଅର୍ଥ : ସହାୟତା ରୂପରେ ଦିଆଯାଉଥିବା ଟଙ୍କାପଇସା ବା ଧନ
							ଉଦାହରଣ : 
							ଗାଁଲୋକଙ୍କ ଆର୍ଥିକ ଅନୁଦାନରେ ଏହି ଡାକ୍ତରଖାନା ତିଆରି ହୋଇଛି
							
ସମକକ୍ଷ : ଆର୍ଥିକ ଅନୁଦାନ
ଅନ୍ୟ ଭାଷାରେ ଅନୁବାଦ :
सहायता के रूप में दिया जानेवाला रुपया-पैसा या धन।
गाँव वालों के आर्थिक अनुदान से इस अस्पताल का निर्माण किया गया है।