ଅର୍ଥ : କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
							ଉଦାହରଣ : 
							ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ
							
ସମକକ୍ଷ : ମଇଳା
ଅନ୍ୟ ଭାଷାରେ ଅନୁବାଦ :
Fine powdery material such as dry earth or pollen that can be blown about in the air.
The furniture was covered with dust.