ଅର୍ଥ : ଚୈତ୍ର ମାସର ଶୁକ୍ଳ ପକ୍ଷ ଅଷ୍ଟମୀ
							ଉଦାହରଣ : 
							ଯେଉଁ ପାଣିରେ ଅଶୋକର ଆଠଟି ପତ୍ର ପକା ଯାଇଛି  ସେହି ପାଣି ଅଶୋକାଷ୍ଟମୀରେ ପିଇବାର ବିଧାନ ଅଛି
							
ସମକକ୍ଷ : ବାସନ୍ତୀ ଦୁର୍ଗାଷ୍ଟମୀ
ଅନ୍ୟ ଭାଷାରେ ଅନୁବାଦ :
चैत्र माह के शुक्ल पक्ष की अष्टमी।
अशोकाष्टमी को वह पानी पीने का विधान है जिसमें अशोक के आठ पल्लव डाले गए हों।