ଅର୍ଥ : କୌଣସି ମାସର ରବିବାର ବା ମଙ୍ଗଳ ବାରରେ ପଡ଼ୁଥିବା ଚତୁର୍ଥୀ
							ଉଦାହରଣ : 
							ଅଙ୍ଗାରକ ଚତୁର୍ଥୀରେ ଗଣେଶଙ୍କୁ ପୂଜା କରିବାର ନିୟମ ରହିଛି
							
ଅନ୍ୟ ଭାଷାରେ ଅନୁବାଦ :
किसी महीने की वह चतुर्थी जो रविवार या मंगलवार को पड़े।
अंगारक चतुर्थी को गणेशजी के पूजन का विधान है।