ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଶରେ ଦଶ ମିଶିଲେ ମିଳୁଥିବା ସଂଖ୍ୟା
ଉଦାହରଣ : ଅଠରରେ ଦୁଇ ମିଶିଲେ କୋଡ଼ିଏ ହୁଏ
ସମକକ୍ଷ : କୋଡ଼ିଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
दस और दस के योग से प्राप्त संख्या।
The cardinal number that is the sum of nineteen and one.
ଅର୍ଥ : ଦଶ ଏବଂ ଦଶ
ଉଦାହରଣ : ସୀତା ଏବେ କୋଡ଼ିଏ ବର୍ଷର ହୋଇଗଲା
दस और दस।
Denoting a quantity consisting of 20 items or units.
ଅର୍ଥ : ଗଣନାର କୋଡ଼ିଏ ଜାଗାରେ ଆସୁଥିବା ଶବ୍ଦ୍
ଉଦାହରଣ : ଆଜିଠାରୁ ଠିକ୍ କୋଡ଼ିଏ ଦିନ ପରେ ଦୀପାବଳୀ
गणना में बीस के स्थान पर आने वाला।
Coming next after the nineteenth in position.
ସଂସ୍ଥାପନ କରନ୍ତୁ