ଅର୍ଥ : ବଙ୍କାହେବାର ଅବସ୍ଥା ବା ଭାବ
ଉଦାହରଣ :
କାରିଗରଟି ତାରର ବକ୍ରତା ଦୂର କରୁଥିଲା
ସମକକ୍ଷ : ବକ୍ରତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘର, ଗଳି ଅଥବା ବାଟରେ ଆଗକୁ ବାହାରିଥିବା କୋଣ
ଉଦାହରଣ :
ଚାରିଛକର ମୋଡ଼ରେ ଠିଆ ହୋଇଥିବା ପିଲାଟିକୁ ଟ୍ରକ ଧକାଦେଲା
ଅନ୍ୟ ଭାଷାରେ ଅନୁବାଦ :
The intersection of two streets.
Standing on the corner watching all the girls go by.ଅର୍ଥ : ଯେଉଁ ସ୍ଥାନରୁ ରାସ୍ତା ଅନ୍ୟ ଆଡ଼କୁ ମୋଡ଼େ
ଉଦାହରଣ :
ଆଗ ମୋଡ଼ରୁ ଏହି ରାସ୍ତା ସିଧା ସମୁଦ୍ର ଆଡ଼କୁ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘୁରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ
ଉଦାହରଣ :
ଏହି ରାସ୍ତାରେ ବହୁତ ଅଧିକ ବୁଲାଣି ଅଛି
ଅନ୍ୟ ଭାଷାରେ ଅନୁବାଦ :
घूमने या घुमाने की क्रिया या भाव।
इतने घुमाव के बाद भी हम मंजिल तक नहीं पहुँचे।ଅର୍ଥ : କୌଣସି ରାସ୍ତା ଆଦିର ଯେଉଁ ଅଂଶଦେଇ ଲୋକେ ଅନ୍ୟଆଡ଼କୁ ଯାଆନ୍ତି ବା ଦିଗ ବଦଳାନ୍ତି
ଉଦାହରଣ :
ବୁଲାଣି ବୁଲିଲାବେଳେ ମହେଶ ମୋତେ ଦେଖିଲା
ଅନ୍ୟ ଭାଷାରେ ଅନୁବାଦ :
The intersection of two streets.
Standing on the corner watching all the girls go by.