ଅର୍ଥ : ନିଜାମମାନଙ୍କ ଅଧିକାର
ଉଦାହରଣ :
ହାଇଦ୍ରାବାଦରେ ପ୍ରାୟ ଏକଶହ ପଚାଶ ବର୍ଷପର୍ଯ୍ୟନ୍ତ ନିଜାମୀ ଚାଲିଲା ଜଣେ ନିଜାମଙ୍କଠାରୁ ଅନ୍ୟଜଣେ ନିଜାମଙ୍କ ହାତକୁ ନିଜାମୀ ହସ୍ତାନ୍ତର ହୋଇଚାଲିଲା
ସମକକ୍ଷ :
ନିଜାମୀ
ଅନ୍ୟ ଭାଷାରେ ଅନୁବାଦ :
निजामों का अधिकार।
हैदराबाद पर लगभग एक सौ पचास सालों तक निजामी रही।
निजामी एक निजाम से दूसरे निजाम के हाथ में हस्तगत होती रही।
निज़ामी,
निजामी