ଅର୍ଥ : ଯେ ନିଜ କାମ ହୋଇଗଲାପରେ ପ୍ରସନ୍ନ ଏବଂ ସନ୍ତୁଷ୍ଟ ହୁଏ
ଉଦାହରଣ :
ଭଗବାନଙ୍କ କୃପାରୁ ଏବେ ମୋ ଜୀବନ ଧନ୍ୟ ହୋଇଗଲା
ସମକକ୍ଷ :
କୃତକୃତ୍ୟ, କୃତାର୍ଥ
ଅନ୍ୟ ଭାଷାରେ ଅନୁବାଦ :
जो अपना काम बन जाने के कारण प्रसन्न और संतुष्ट हो।
भगवान की कृपा से अब मेरा जीवन कृतार्थ हो गया।
कृतकृत्य,
कृतार्थ,
धन्न,
धन्य