ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବିଷୟରେ ଜ୍ଞାନ ବା ଗୁଣ ଆଦିର ବହୁତ ବଡ଼ ଗନ୍ତାଘର
ଉଦାହରଣ : ସନ୍ଥ କବୀର ଜ୍ଞାନର ଭଣ୍ଡାର ଥିଲେ
ସମକକ୍ଷ : ଭଣ୍ଡାର, ସମୁଦ୍ର, ସାଗର
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी विषय के ज्ञान या गुण आदि का बहुत बड़ा आगार।
An abundant source.
ଅର୍ଥ : ଯେଉଁ ସ୍ଥାନରୁ କଞ୍ଚା ଧାତୁ ଖୋଳି ବାହାର କରାଯାଏ
ଉଦାହରଣ : କୋଇଲା ଖଣିରେ ପାଣି ପଶିଯିବାରୁ ଶହେ ଲୋକ ମରିଗଲେ
ସମକକ୍ଷ : ଖାଦାନ
वह स्थान जहाँ से धातुओं के अयस्क आदि खोदकर निकाले जाते हैं।
Excavation in the earth from which ores and minerals are extracted.
ସଂସ୍ଥାପନ କରନ୍ତୁ