ଅର୍ଥ : ଘାସ, ବାଉଁଶଆଦି ପଚାଇ ତିଆରି କରାଯାଉଥିବା ଏହି ପତଳା ପତ୍ର ଯାହାଉପରେ ଚିତ୍ର, ଅକ୍ଷରଆଦି ଲେଖାଯାଏ ବା ଛପାଯାଏ
ଉଦାହରଣ :
ସେ ସାଧା କାଗଜ ଉପରେ ମୋର ଦସ୍ତଖତ ନେଲେ
ଅନ୍ୟ ଭାଷାରେ ଅନୁବାଦ :
घास, बाँस आदि सड़ाकर बनाया हुआ वह महीन पत्र जिस पर चित्र, अक्षर आदि लिखे या छापे जाते हैं।
उसने सादे कागज पर मेरा हस्ताक्षर करवाया।
कागज,
कागद,
काग़ज़,
पेपर
A material made of cellulose pulp derived mainly from wood or rags or certain grasses.
paper