ଅର୍ଥ : ଭଗବାନ ବିଷ୍ଣୁଙ୍କର ଦଶ ଅବତାର ମଧ୍ୟରୁ ହେବାକୁ ବାକି ଥିବା ଅବତାର
ଉଦାହରଣ :
କଳିଯୁଗରେ ଭଗବାନ ବିଷ୍ଣୁ କଳ୍କି ଅବତାର ନେବେ ବୋଲି ପୁରାଣରେ ବର୍ଣ୍ଣିତ
ସମକକ୍ଷ : କଳ୍କି ଅବତାର
ଅନ୍ୟ ଭାଷାରେ ଅନୁବାଦ :
भगवान विष्णु के दस अवतारों में से एक जिसका होना अभी बाकी है।
पुराणों में वर्णित है कि कलियुग में कल्कि अवतरित होंगे।The 10th and last incarnation of Vishnu.
kalki