अर्थ : ଯେ ସାଂସାରିକ ବସ୍ତୁ ତଥା ସୁଖପ୍ରତି ଥିବା ରାଗ ବା ଆସକ୍ତି ପୂରାପୂରି ଛାଡ଼ିଦେଇଛନ୍ତି
उदाहरणे :
ରାମୁ ପ୍ରେମପୂର୍ଣ୍ଣ ଭାବରେ ସନ୍ୟାସୀମାନଙ୍କର ସେବା କରେ
समानार्थी : ସାଧୁ
अर्थ : ସାଂସାରିକ ବସ୍ତୁ ତଥା ସୁଖପ୍ରତି ଅନୁରାଗ ବା ଆସକ୍ତି ସଂପୂର୍ଣ୍ଣରୂପେ ତ୍ୟାଗ କରିଥିବା ବ୍ୟକ୍ତି
उदाहरणे :
ବୈରାଗୀଙ୍କ ଦର୍ଶନପାଇଁ ଭିଡ଼ ହେଲା
इतर भाषांमध्ये अनुवाद :
अर्थ : ସନ୍ୟାସ ଆଶ୍ରମରେ ରହୁଥିବା ତଥା ତାଙ୍କର ନିୟମ ପାଳନ କରୁଥିବା ବ୍ୟକ୍ତି
उदाहरणे :
ଚିତ୍ରକୂଟରେ ଜଣେ ବଡ଼ ସନ୍ୟାସୀଙ୍କ ସହିତ ମୋର ସାକ୍ଷାତ ହେଲା
समानार्थी : ବାବାଜୀ, ବ୍ରହ୍ମଚାରୀ
इतर भाषांमध्ये अनुवाद :