अर्थ : ଦଶବର୍ଷରୁ ଅଧିକ ବୟସର ଅବିବାହିତା ଝିଅ
उदाहरणे :
ବାଡ଼ୁଅଝିଅ ନିମନ୍ତେ ଅନେକ ପ୍ରସ୍ତାବ ଆସୁଛି
समानार्थी : ଅଭିଆଡ଼ୀ ଝିଅ, ନବଯୁବତୀ, ବାଡ଼ୁଅଝିଅ, ବଢ଼ିଲାଝିଅ
इतर भाषांमध्ये अनुवाद :
अर्थ : ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇନାହିଁ
उदाहरणे :
ସେ ଦୁର୍ଗାପୂଜା ସମୟରେ ଏଗାର ଜଣ କୁମାରୀଙ୍କୁ ଖାଇବାକୁ ଦିଅନ୍ତି
समानार्थी : କୁଆଁରୀ
इतर भाषांमध्ये अनुवाद :
अर्थ : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
उदाहरणे :
ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
समानार्थी : ଅବିବାହିତ ନାରୀ, ଅବିବାହିତା, କୁଆଁରୀ
इतर भाषांमध्ये अनुवाद :