अर्थ : ଯାହାର ହୃଦୟ କୋମଳ
							उदाहरणे : 
							ହୃଦୟବାନ ବ୍ୟକ୍ତିମାନେ ଅନ୍ୟର ଦୁଃଖ ଦେଖି ପାରନ୍ତି ନାହିଁ
							
समानार्थी : କୋମଳଚିତ୍ତ, କୋମଳହୃଦୟ
इतर भाषांमध्ये अनुवाद :
Having or proceeding from an innately kind disposition.
A generous and kindhearted teacher.अर्थ : ଯିଏ ଉତ୍ତମ ମନୋବୃତ୍ତିଧାରୀ
							उदाहरणे : 
							ସଦାଚାର ଲୋକ କାହାର ମନ୍ଦ ଚିନ୍ତା କରନ୍ତି ନାହିଁ
							
समानार्थी : ଭଲମନୋବୃତ୍ତି, ସଦାଚାର
इतर भाषांमध्ये अनुवाद :
Marked by good intentions though often producing unfortunate results.
A well-intentioned but clumsy waiter.अर्थ : ଯାହାର ହୃଦୟ ବଡ଼
							उदाहरणे : 
							ଉଦାର ରାଜା ନିଜର ରାଜସିଂହାସନ ଓ ରାଜ୍ୟ ଦାନ କରି ବଣକୁ ଚାଲିଗଲେ
							
समानार्थी : ଉଦାର, ଉଦାରଚିତ୍ତ, ଉଦାରମନା, ବିଶାଳହୃଦୟ
इतर भाषांमध्ये अनुवाद :
Generous and understanding and tolerant.
A heart big enough to hold no grudges.