अर्थ : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
							उदाहरणे : 
							ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି  ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
							
समानार्थी : ଅଚଞ୍ଚଳତା, ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ପ୍ରସନ୍ନତା
इतर भाषांमध्ये अनुवाद :
A state of no motion or movement.
The utter motionlessness of a marble statue.अर्थ : ଦୃଢ଼ ହେବାର ଅବସ୍ଥା ବା ଭାବ
							उदाहरणे : 
							ରାମର ଏହି କାମ ହିଁ ଆମ ସଂପର୍କରେ ଦୃଢ଼ତା ଆଣିଲା
							
समानार्थी : ଦୃଢ଼ତା
इतर भाषांमध्ये अनुवाद :
The trait of being resolute.
His resoluteness carried him through the battle.