अर्थ : ଷୋହଳ ମଷାର ଏକ ମାପ
							उदाहरणे : 
							ଏବେ ସୁବର୍ଣ୍ଣର ପ୍ରଚଳନ ସମାପ୍ତ ହୋଇଗଲାଣି
							
इतर भाषांमध्ये अनुवाद :
अर्थ : ଦଶ ମଷାର ଏକ ପୁରୁଣା ସ୍ୱର୍ଣ୍ଣମୁଦ୍ରା
							उदाहरणे : 
							ଏବେ କେତେକ ସଂଗ୍ରହାଳୟରେ ହିଁ ସୁବର୍ଣ୍ଣ ଦେଖିବାକୁ ମିଳେ
							
इतर भाषांमध्ये अनुवाद :
अर्थ : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
							उदाहरणे : 
							ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି  ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା
							
समानार्थी : କନକ, କାଞ୍ଚନ, ସୁନା, ହାଟକ, ହେମ
इतर भाषांमध्ये अनुवाद :
एक बहुमूल्य पीली धातु जिसके गहने आदि बनते हैं।
आजकल सोने का भाव आसमान छू रहा है।अर्थ : ସୁଖ ସମୃଦ୍ଧି,ଶାନ୍ତି ଆଦିସହ ଯୁକ୍ତ
							उदाहरणे : 
							ଗୁପ୍ତ କାଳକୁ ଐତିହାସିକମାନେ ସୁବର୍ଣ୍ଣଯୁଗ ବୋଲି କହିଛନ୍ତି  ଏଭଳି ସୁବର୍ଣ୍ଣ ଅବସର ପୁଣି କେବେ ଆସିବ?
							
समानार्थी : ସ୍ୱର୍ଣ୍ଣ, ସ୍ୱର୍ଣ୍ଣିମ
इतर भाषांमध्ये अनुवाद :
Marked by peace and prosperity.
A golden era.