अर्थ : କୌଣସି କଥାର ଚିନ୍ତା, ଅପେକ୍ଷା, ବା ଅଭିଯୋଗ ନ ରହିବା ବା କୌଣସି କଥାରେ ସଂପୂର୍ଣ୍ଣ ପ୍ରସନ୍ନ ହେବାର ଭାବ
							उदाहरणे : 
							ମୋ କାମ ଆପଣଂକୁ ସନ୍ତୋଷ ଦେଲା କି ନାହିଁ
							
समानार्थी : ସନ୍ତୋଷ
इतर भाषांमध्ये अनुवाद :
Happiness with one's situation in life.
contentmentअर्थ : ସନ୍ତୁଷ୍ଟ କରିବାର ପ୍ରକ୍ରିୟା
							उदाहरणे : 
							ସେମାନେ ପିତୃପୁରୁଷଙ୍କ ଆତ୍ମାଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରାଇଲେ
							
समानार्थी : ଆତ୍ମାଶାନ୍ତି, ତୁଷ୍ଟିକରଣ
इतर भाषांमध्ये अनुवाद :
अर्थ : ମନର ଏହି ଅବସ୍ଥା ଯାହା କାରଣରୁ ଆମେ ସଦାବେଳେ ପ୍ରସନ୍ନ ରହୁ ଏବଂ କୌଣସି କମନା ମନରେ ରହେ ନାହିଁ
							उदाहरणे : 
							ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ
							
समानार्थी : ସନ୍ତୋଷ
इतर भाषांमध्ये अनुवाद :