अर्थ : ବାଜା ବଜାଇକରି ଗାଇବା କାମରେ ବାଜା ବଜାଇକରି ବା ଗାଇକରି ସହାୟତା ଦେବାର କ୍ରିୟା
							उदाहरणे : 
							ବଇଁଶି ବାଦକ ପଣ୍ଡିତ ଚୌରାସିୟାଙ୍କ ସଙ୍ଗତ ପାଇଁ ତବଲାରେ ଉପସ୍ଥିତ ଉସ୍ତାଦ ଜାକିର ହୁସୈନ
							
इतर भाषांमध्ये अनुवाद :
अर्थ : ଏକା ସାଙ୍ଗରେ ରହିବା ପ୍ରକ୍ରିୟା
							उदाहरणे : 
							ଖରାପ ଲୋକଙ୍କ ସଂଗତି ଯୋଗୁଁ ରାମ ଖରାପ ହୋଇଗଲା
							
समानार्थी : ସଂଗ, ସଂଗତି, ସଂସର୍ଗ
इतर भाषांमध्ये अनुवाद :
The state of being with someone.
He missed their company.अर्थ : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
							उदाहरणे : 
							ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
							
समानार्थी : ଉଚିତ, ଉପଯୁକ୍ତ, ଠିକ୍, ଯଥାର୍ଥ, ଯଥୋଚିତ, ୱାଜିବ
इतर भाषांमध्ये अनुवाद :
Suitable for a particular person or place or condition etc.
A book not appropriate for children.