अर्थ : ନାଲି ପଡ଼ିଯାଇଥିବା
							उदाहरणे : 
							ତାଙ୍କର ଅରୁଣିମ ମୁଖର ଶୋଭା ଅଲଗା ଥିଲା
							
इतर भाषांमध्ये अनुवाद :
अर्थ : ଲାଲ କରାଯାଇଥିବା
							उदाहरणे : 
							ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
							
समानार्थी : ଅରୁଣିତ, ରକ୍ତାଭ, ଲାଲବର୍ଣ୍ଣଯୁକ୍ତ, ଲୋହିତ
इतर भाषांमध्ये अनुवाद :
अर्थ : ଲହୁ ବା ରକ୍ତ ରଙ୍ଗର
							उदाहरणे : 
							ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ  ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
							
समानार्थी : ରକ୍ତବର୍ଣ୍ଣ, ରକ୍ତାଭ, ଲୋହିତ
इतर भाषांमध्ये अनुवाद :