अर्थ : ଦଳିବା କାମ ଅନ୍ୟ କାହାଦ୍ୱାରା କରାଇବା
							उदाहरणे : 
							ରାଜା ଶଙ୍କରାଚାର୍ଯ୍ୟଙ୍କୁ ହାତୀଦ୍ୱାରା ଦଳାଇଥିଲେ
							
समानार्थी : ଚକଟାଇବା, ଦଳାଇବା, ମର୍ଦ୍ଦନକରାଇବା
इतर भाषांमध्ये अनुवाद :
अर्थ : ଖେତଆଦିରେ ପାଣି ଢଳାଇବା
							उदाहरणे : 
							ଖେତରେ କାଲି ନିଶ୍ଚିତ ପାଣି ମଡ଼ାଇବାକୁ ହେବ
							
समानार्थी : ସିଞ୍ଚନକରାଇବା, ସେଚନକରାଇବା
इतर भाषांमध्ये अनुवाद :