अर्थ : କୌଣସି ବସ୍ତୁର ମୂଳ ବା ତତ୍ୱସହିତ ସଂବନ୍ଧ ରଖୁଥିବା
							उदाहरणे : 
							ସତ୍ୟ, ଅହିଂସା, ଏବଂ ପ୍ରେମ- ଏଗୁଡ଼ିକ ସଂସ୍କୃତିର ଆଧାରଭୂତ ସଂରଚନା
							
समानार्थी : ଆଧାରଭୂତ, ମୂଳ, ମୂଳ ଆଧାର
इतर भाषांमध्ये अनुवाद :
Being or involving basic facts or principles.
The fundamental laws of the universe.अर्थ : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
							उदाहरणे : 
							ଏହା ମୋର ମୌଳିକ ରଚନା
							
समानार्थी : ନିଜସ୍ୱ, ମୂଳ, ସ୍ୱକୃତ, ସ୍ୱରଚିତ
इतर भाषांमध्ये अनुवाद :
Not derived or copied or translated from something else.
The play is original; not an adaptation.