अर्थ : ଅଚାନକ ବହୁତ ଅଧିକ ସଂଖ୍ୟାରେ ଆସିବାର ପ୍ରକ୍ରିୟା
							उदाहरणे : 
							ଲୋକପ୍ରିୟ ନେତାଙ୍କୁ ଦେଖିବା ନିମନ୍ତେ ଲୋକଙ୍କ ଭିଡ଼ ମାଡ଼ିଆସିଲା
							
इतर भाषांमध्ये अनुवाद :
अचानक बहुत अधिक मात्रा में आने की क्रिया।
भीड़ की उमड़ को रोकने के लिए पुलिस को अश्रु गैस छोड़नी पड़ी।अर्थ : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
							उदाहरणे : 
							ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
							
इतर भाषांमध्ये अनुवाद :
अर्थ : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା
							उदाहरणे : 
							ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା
							
समानार्थी : ପହଞ୍ଚିବା, ବିସ୍ତାରିତ ହେବା
इतर भाषांमध्ये अनुवाद :