अर्थ : କୌଣସି ବସ୍ତୁର କିଛି ଅଂଶ ଖଣ୍ଡିତ, ଭଗ୍ନ, ବା ଅଚଳ କରିବା
							उदाहरणे : 
							ବାଡ଼ିରେ ବାଡ଼େଇ ବାଡ଼େଇ ଗାଇଆଳ ଗାଇର ଗୋଡ଼ ଭାଙ୍ଗି ଦେଲା ବେଶି ବଦମାସି କଲେ ତମର ମୁଣ୍ଡ ଫଟେଇଦେବୁ
							
समानार्थी : ଫଟେଇବା, ଭଗ୍ନ କରିବା
इतर भाषांमध्ये अनुवाद :
अर्थ : ଟଙ୍କାପଇସାଆଦି ବଦଳାଇବା
							उदाहरणे : 
							ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
							
समानार्थी : ଖୁଚୁରାନଥିବା, ବଦଳାଇବା, ଭଙ୍ଗାଇବା
इतर भाषांमध्ये अनुवाद :
अर्थ : କାନ୍ଥ, ଘର ଆଦିକୁ ଭାଙ୍ଗି ଖସେଇବା
							उदाहरणे : 
							ସୋହନ ନୂଆଘର ତିଆରି କରିବାପାଇଁ ପୁରୁଣା ଘରକୁ ଭାଙ୍ଗୁଛି
							
इतर भाषांमध्ये अनुवाद :
अर्थ : ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
							उदाहरणे : 
							ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
							
समानार्थी : ଦୁର୍ବଳ
इतर भाषांमध्ये अनुवाद :
अर्थ : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
							उदाहरणे : 
							ହଜାର ଟଙ୍କିଆ ନୋଟଟି କେଉଁଠି ଭାଙ୍ଗିଲାନାହିଁ
							
समानार्थी : ଖୁଚୁରାହେବା, ରେଜାହେବା
इतर भाषांमध्ये अनुवाद :
अर्थ : ଏକାଥରକେ ଅନେକ ପରିମାଣରେ ଆସିବା
							उदाहरणे : 
							ମହୁମାଛିମାନେ ଭାଙ୍ଗିଲେ ଆଉ ଲୋକମାନଙ୍କୁ ବିନ୍ଧିବାକୁ ଲାଗିଲେ  ସିନେମାଘର ବାହାରେ ଭିଡ଼ ଭାଙ୍ଗୁଛି
							
समानार्थी : ଉଛୁଳି ପଡ଼ିବା
इतर भाषांमध्ये अनुवाद :