अर्थ : ଖଣ୍ଡ ଖଣ୍ଡ କରାଯାଇଥିବା
							उदाहरणे : 
							ମଜୁରିଆ ଭଗ୍ନ ପାଷାଣକୁ ରାସ୍ତା ଉପରେ ଫୋପାଡ଼ି ଦେଲା
							
समानार्थी : ଭଗ୍ନ, ଭାଙ୍ଗିଯାଇଥିବା
इतर भाषांमध्ये अनुवाद :
Physically and forcibly separated into pieces or cracked or split.
A broken mirror.अर्थ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
							उदाहरणे : 
							ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
							
समानार्थी : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଧରାଶାୟୀ, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ
इतर भाषांमध्ये अनुवाद :
अर्थ : ଯାହା ଭାଙ୍ଗି ଯାଇଛି ବା ଖଣ୍ଡ ଖଣ୍ଡ ହୋଇଛି
							उदाहरणे : 
							ଶିବଙ୍କର ଭଗ୍ନ ଧନୁକୁ ଦେଖିବାକ୍ଷଣି ପର୍ଶୁରାମ ବିଚଳିତ ହୋଇଗଲେ  ଭଗ୍ନ ଘରକୁ ମରାମତି କରିବା ଦରକାର
							
समानार्थी : ଖଣ୍ଡିତ, ବିଖଣ୍ଡିତ, ଭଗ୍ନ
इतर भाषांमध्ये अनुवाद :
Physically and forcibly separated into pieces or cracked or split.
A broken mirror.