अर्थ : ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ
							उदाहरणे : 
							କିଛି ନେତା ବିବାଦୀ ଭାଷଣ ପ୍ରଦାନକରି ଲୋକମାନଙ୍କ ଭିତରେ ଲଢ଼େଇ କରିଦେଉଛନ୍ତି
							
इतर भाषांमध्ये अनुवाद :
Marked by or capable of arousing controversy.
The issue of the death penalty is highly controversial.अर्थ : ଯେ ଝଗଡ଼ା କରୁଥାଏ
							उदाहरणे : 
							ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
							
समानार्थी : କଳିକାଣ୍ଡେଇ, କଳିକାରୀ, କଳିହା, ଝଗଡ଼ାକାରୀ, ବିବାଦୀ
इतर भाषांमध्ये अनुवाद :
Given to or characterized by argument.
An argumentative discourse.