अर्थ : କୋଠାର ଆଗରେ ଏବଂ ଭିତରେ ବାହାରିଥିବା ସ୍ଥାନ ଯାହାକୁ ପାରିକରି ଅନ୍ୟ କୋଠରୀଆଦିରେ ପ୍ରବେଶ କରଯାଏ
							उदाहरणे : 
							ଶ୍ୟାମ ବାରଣ୍ଡାରେ ବସି ଚା’ ପିଉଛି
							
समानार्थी : ବାରଂଡା
इतर भाषांमध्ये अनुवाद :
अर्थ : କୋଠାର କାନ୍ଥରୁ ବାହାରକୁଥିବା ଅଂଶ
							उदाहरणे : 
							ସେ ବର୍ଷାର ସୁରକ୍ଷାପାଇଁ ବାରଣ୍ଡା ତଳେ ଛିଡ଼ା ହୋଇଗଲା
							
इतर भाषांमध्ये अनुवाद :
Projection that extends beyond or hangs over something else.
overhang