अर्थ : କୌଣସି ବିଷୟ ଠିକ୍ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ
							उदाहरणे : 
							ରାହୁଲ ସର୍ତ୍ତ ଜିତିଗଲା
							
समानार्थी : ସର୍ତ୍ତ
इतर भाषांमध्ये अनुवाद :
अर्थ : ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏଭଳି ପୂରା ଖେଳ ଯେଉଁଥିରେ ହାର ଜିତଥାଏ ବା ବାଜି ଲଗାଯାଏ
							उदाहरणे : 
							ଶ୍ୟାମ ହାରୁ ହାରୁ ଅନ୍ତିମ ସମୟରେ ବାଜି ଜିତି ଗଲା
							
इतर भाषांमध्ये अनुवाद :
अर्थ : ବାଜି ଲଗାଇ ଖେଳାଯାଉଥିବା ହାରଜିତର ଖେଳ
							उदाहरणे : 
							ପାଣ୍ଡବମାନେ ଦୌପଦୀଙ୍କୁ ଜୁଆରେ ହାରିଗଲେ
							
समानार्थी : ଜୁଆ
इतर भाषांमध्ये अनुवाद :
अर्थ : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
							उदाहरणे : 
							ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
							
समानार्थी : ପଣ
इतर भाषांमध्ये अनुवाद :