अर्थ : ଦେଶରୁ ବହିଷ୍କୃତ ହେବା ଦଣ୍ଡ
							उदाहरणे : 
							ବ୍ରିଟିଶ୍ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା
							
समानार्थी : ନିର୍ବାସନ, ନିର୍ବାସିତ, ବାହାର
इतर भाषांमध्ये अनुवाद :
देश से निकाले जाने का दंड।
ब्रिटिश राज्य में स्वतंत्रता सेनानियों को देश निकाले की सजा दी जाती थी।The act of expelling a person from their native land.
Men in exile dream of hope.अर्थ : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
							उदाहरणे : 
							ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
							
इतर भाषांमध्ये अनुवाद :
A group's refusal to have commercial dealings with some organization in protest against its policies.
boycottअर्थ : ବାହାର କରିବା ବା ନିକାଲିବା କ୍ରିୟା
							उदाहरणे : 
							ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ  ବହିଷ୍କାର କଲା
							
समानार्थी : ବହିଷ୍କରଣ
इतर भाषांमध्ये अनुवाद :
अर्थ : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
							उदाहरणे : 
							ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
							
समानार्थी : ନିର୍ବାସନ, ନିଷ୍କାସନ
इतर भाषांमध्ये अनुवाद :
The act of expelling a person from their native land.
Men in exile dream of hope.