अर्थ : ଟଙ୍କାପଇସାଆଦି ବଦଳାଇବା
							उदाहरणे : 
							ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
							
समानार्थी : ଖୁଚୁରାନଥିବା, ଭଙ୍ଗାଇବା, ଭାଙ୍ଗିବା
इतर भाषांमध्ये अनुवाद :
अर्थ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
							उदाहरणे : 
							ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
							
समानार्थी : ଆଣିବା, କରିବା, ପରିବର୍ତ୍ତନ କରିବା
इतर भाषांमध्ये अनुवाद :
अर्थ : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
							उदाहरणे : 
							ରମା ନିଜର ଫ୍ରିଜ୍ ବଦଳାଇ ଦେଲା
							
समानार्थी : ବଦଳେଇବା
इतर भाषांमध्ये अनुवाद :