अर्थ : ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
							उदाहरणे : 
							ଥାନାବାବୁ ଆଜି ଚୌଛକି ଉପରେ ଜଣେ ଗୁଣ୍ଡାକୁ ଧରିପକାଇଲେ  ଏହି ଅଞ୍ଚଳରେ ଦାଦାମାନଙ୍କର ଦାଦାଗିରି ବଢ଼ିଯାଉଛି
							
इतर भाषांमध्ये अनुवाद :
अर्थ : ନୀଚ ଓ ପାଜି
							उदाहरणे : 
							ସେ ଏକ ନମ୍ବରର ଲଫଙ୍ଗା
							
इतर भाषांमध्ये अनुवाद :
अर्थ : ଯେ ଉପଦ୍ରବ କରେ
							उदाहरणे : 
							ସେ ଜଣେ ଉପଦ୍ରବୀ ବ୍ୟକ୍ତି
							
समानार्थी : ଉପଦ୍ରବ କର୍ତ୍ତା, ଉପଦ୍ରବକାରୀ, ଉପଦ୍ରବୀ
इतर भाषांमध्ये अनुवाद :