अर्थ : ଶୂନ୍ୟକୁ ଫୋଫାଡିବା
							उदाहरणे : 
							ମୋହନ ଶ୍ୟାମଆଡ଼କୁ ବଲ୍ ପକେଇଲା
							
समानार्थी : ପାଶୁପତପକେଇବା
इतर भाषांमध्ये अनुवाद :
अर्थ : ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା
							उदाहरणे : 
							ଅଳିଆ ଗଦାରେ ଅଳିଆ ପକାଯାଏ
							
समानार्थी : ପକେଇବା
इतर भाषांमध्ये अनुवाद :
अर्थ : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
							उदाहरणे : 
							ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି
							
समानार्थी : ନିକ୍ଷେପ କରିବା, ଫିଙ୍ଗିବା
इतर भाषांमध्ये अनुवाद :