अर्थ : ସଂସାରର ପ୍ରକୃତିରେ ଲୀନ ହୋଇ ଧ୍ୱଂସ ହେବା କ୍ରିୟା ଯାହା ଦୀର୍ଘ ଦିନ ପରେ ହୁଏ ଏବଂ ଯାହାପରେ ପୁଣି ନୂଆ ସୃଷ୍ଟି ହୁଏ
							उदाहरणे : 
							ସବୁ ଧର୍ମରେ ଏହା ବିଚାରକରାଯାଏ ଯେ ପ୍ରଳୟ ଦିନ ଏହି ସୃଷ୍ଟି ଶେଷ ହୋଇଯିବ
							
समानार्थी : ଅନ୍ତ, ବିନାଶ, ମହାଧ୍ୱଂସ, ଯୁଗାନ୍ତ, ଯୁଗାନ୍ତକମହାପ୍ରଳୟ
इतर भाषांमध्ये अनुवाद :
अर्थ : ବହୁତ ଦିନ ବ୍ୟବଧାନରେ ସମଗ୍ର ସଂସାରରେ ହେଉଥିବା ବନ୍ୟା ଯାହା ପ୍ରଳୟଭାବେ ଗଣ୍ୟ ହୁଏ
							उदाहरणे : 
							ହିନ୍ଦୁମାନଙ୍କ ଅନୁସାରେ ବୈବସ୍ୱତ ମନୁକ ସମୟରେ ଏବଂ ଖ୍ରୀଷ୍ଟିୟାନ, ମୁସଲମାନଆଦିଙ୍କ ଅନୁସାରେ ହଜରତ ନୋହାଙ୍କ ସମୟରେ ଏଭଳି ଜଳପ୍ଳାବନ ଆସିଥିଲା
							
इतर भाषांमध्ये अनुवाद :