अर्थ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
							उदाहरणे : 
							ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
							
समानार्थी : ଅଭ୍ୟୁଦୟ, ଉତ୍ଥାନ, ଉନ୍ନତି, ଉନ୍ନୟନ, ବିକାଶ
इतर भाषांमध्ये अनुवाद :
Gradual improvement or growth or development.
Advancement of knowledge.अर्थ : ଆଗକୁ ଗମନ ବା ଗତି ବା ଅଗ୍ରସର ହେବା
							उदाहरणे : 
							ସେନାପତି ସୈନିକମାନଙ୍କ ଅଗ୍ରଗତି ବିଷୟରେ କହୁଥିଲେ
							
समानार्थी : ଅଗ୍ରଗତି
इतर भाषांमध्ये अनुवाद :