अर्थ : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
							उदाहरणे : 
							ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
							
इतर भाषांमध्ये अनुवाद :
अर्थ : ପେଟର ସେହି ଅଂଶ ଯେଉଁଠି ଭାଙ୍ଗ ପଡ଼ିଥାଏ
							उदाहरणे : 
							ମୁନ୍ନାର ପେଟରେ ବଡ଼ କଳାଜାଇ ଅଛି
							
इतर भाषांमध्ये अनुवाद :
अर्थ : ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି
							उदाहरणे : 
							ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି
							
इतर भाषांमध्ये अनुवाद :
अर्थ : ଜାହାଜ ବା ନାଆର ଢାଞ୍ଚା
							उदाहरणे : 
							ଜାହାଜର ପେଟର ଅଧିକାଂଶ ପାଣିରେ ରହେ
							
इतर भाषांमध्ये अनुवाद :