अर्थ : ଅନୁଭବ କରାଇବା
							उदाहरणे : 
							ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
							
समानार्थी : ଅନୁଭବ କରାଇବା, ଦେଖାଇବା
इतर भाषांमध्ये अनुवाद :
अर्थ : କାହା ସହିତ କୌଣସି ସ୍ଥାନ ପର୍ଯ୍ୟନ୍ତ ଯିବାକୁ ପଡ଼େ କାରଣ ରାସ୍ତାରେ ତା ଉପରେ କୌଣସି ବିପତ୍ତି ଆସିବ ନାହିଁ
							उदाहरणे : 
							ହଜିଯାଇଥିବା ଛୁଆକୁ ମୁଁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଲି
							
इतर भाषांमध्ये अनुवाद :
अर्थ : କୌଣସି ବିଷୟରେ କାହାକୁ ବରାବର କରିଦେବା
							उदाहरणे : 
							ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି
							
समानार्थी : ପହଞ୍ଚେଇବା
इतर भाषांमध्ये अनुवाद :
Cause to come into a particular state or condition.
Long hard years of on the job training had brought them to their competence.अर्थ : ଏପରି କରିବା ଯେପରିଁ କୌଣସି ବସ୍ତୁ ବା ବ୍ୟକ୍ତି ଗୋଟିଏ ସ୍ଥାନରୁ ଚାଲିକରି ଅନ୍ୟ ଏକ ସ୍ଥାନକୁ ଆସିଯିବ
							उदाहरणे : 
							ମୁଁ ଆପଣଙ୍କ ଜିନିଷ ଯଥା ସ୍ଥାନରେ ପହଞ୍ଚାଇ ଦେଲି ମୁଁ ପ୍ରଥମେ ଜେଜେଙ୍କୁ ଘରେ ଛାଡ଼ିବି ତାପରେ ଆସିବି
							
समानार्थी : ଛାଡ଼ିକି ଆସିବା
इतर भाषांमध्ये अनुवाद :