अर्थ : ଯେଉଁ ସମିତି ନିକଟରେ ନିରୀକ୍ଷଣାତ୍ମକ ବା ପର୍ଯ୍ୟବେକ୍ଷିତ ଶକ୍ତି ଥାଏ
							उदाहरणे : 
							ପରିଷଦର ନିର୍ଣ୍ଣୟ ସର୍ବମାନ୍ୟ ହେବ
							
समानार्थी : ବୋର୍ଡ଼
इतर भाषांमध्ये अनुवाद :
अर्थ : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
							उदाहरणे : 
							ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
							
समानार्थी : ପ୍ରତିଷ୍ଠାନ, ସଂଗଠନ, ସଂସ୍ଥା
इतर भाषांमध्ये अनुवाद :
अर्थ : ଲୋକଙ୍କ ସଭା ଯାହା ବିଚାର -ବିମର୍ଷପାଇଁ ହୋଇଥାଏ
							उदाहरणे : 
							ପରିଷଦରେ ବିଭିର୍ନ୍ନ ଦାବି ଉପରେ ବିଚାର-ବିମର୍ଷ ହେଲା
							
समानार्थी : କାଉନସିଲ
इतर भाषांमध्ये अनुवाद :