अर्थ : ନିକାଲିବା ବା ବାହାର କରିବାରକାମ
							उदाहरणे : 
							ବର୍ଷାର ପାଣି ଠିକ ରୂପେ ନିଷ୍କାସନ ହୋଇପାରୁନାହିଁ
							
समानार्थी : ବାହାରିଯିବା
इतर भाषांमध्ये अनुवाद :
अर्थ : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
							उदाहरणे : 
							ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
							
समानार्थी : ନିର୍ବାସନ, ବହିଷ୍କାର
इतर भाषांमध्ये अनुवाद :
The act of expelling a person from their native land.
Men in exile dream of hope.अर्थ : ବାହାରିବା ଓ ବାହାରକରିବା ପ୍ରକ୍ରିୟା ବା ଭାବ
							उदाहरणे : 
							ସହରରେ ଜଳ ନିଷ୍କାସନର ସୁବ୍ୟବସ୍ଥା ହେବା ଉଚିତ
							
इतर भाषांमध्ये अनुवाद :