अर्थ : ଗୋଟିଏ ପୌରାଣିକ ଅସ୍ତ୍ର ଯାହା ବିଷୟରେ କୁହାଯାଏ ଯେ ଏହା ଆଧୁନିକ ବନ୍ଧୁକ ସହିତ ସମାନ ଥିଲା
							उदाहरणे : 
							ନଳିକାରୁ ଗୁଳି ବା ଛୋଟଛୋଟ ତୀର ଛଡା ଯାଉଥିଲା
							
इतर भाषांमध्ये अनुवाद :
अर्थ : ଯେଉଁ ନଳାରେ ମଇଳା ପାଣି ବହେ
							उदाहरणे : 
							ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
							
समानार्थी : ନଳା
इतर भाषांमध्ये अनुवाद :
अर्थ : ଯେଉଁ ଜଳମାର୍ଗରେ ବର୍ଷାପାଣି ବହେ
							उदाहरणे : 
							ଲଗାଣ ବର୍ଷା ହେବାରୁ ନାଳଗୁଡ଼ିକ ଉଛୁଳି ପଡ଼ୁଛି
							
इतर भाषांमध्ये अनुवाद :
A passage for water (or other fluids) to flow through.
The fields were crossed with irrigation channels.अर्थ : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
							उदाहरणे : 
							ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
							
समानार्थी : ନଳା
इतर भाषांमध्ये अनुवाद :