अर्थ : ଯେଉଁ ନଳାରେ ମଇଳା ପାଣି ବହେ
							उदाहरणे : 
							ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
							
समानार्थी : ନାଳ
इतर भाषांमध्ये अनुवाद :
अर्थ : ଜଳ ବୋହିଯିବାର ସରୁ ମାର୍ଗ ବା ଛୋଟ ନାଳ
							उदाहरणे : 
							ମଇଳା ଭର୍ତ୍ତି ହୋଇଯିବାହେତୁ ନାଳୀର ମୁହଁ ବନ୍ଦ ହୋଇଯାଇଛି
							
इतर भाषांमध्ये अनुवाद :
अर्थ : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
							उदाहरणे : 
							ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
							
समानार्थी : ନାଳ
इतर भाषांमध्ये अनुवाद :