अर्थ : ବାରମ୍ବାର ଛେପ କାଢ଼ିବା
							उदाहरणे : 
							ତମାଖୁ ଖାଇ ସେ ଥୁଥୁ କରୁଥିଲା
							
समानार्थी : ଥୁକାର କରିବା, ଥୁକିବା, ଥୁଥୁ କରିବା
इतर भाषांमध्ये अनुवाद :
अर्थ : ମୁହଁରୁ ଛେପ ବା ମୁହଁରେ ଥିବା କିଛି ପଦାର୍ଥକୁ ବାହାରକୁ ବାହାର କରିବା (ଯୋରରେ)
							उदाहरणे : 
							ସେ ପାନ ଖାଇ ମୋ କୁର୍ତ୍ତାରେ ହିଁ ଛେପ କାଢ଼ିଦେଲା  ସେ ଚୁପଚାପ ଔଷଧକୁ ଥୁକିଦେଲା
							
समानार्थी : ଛେପ କାଢ଼ିବା, ଥୁକାର କରିବା, ଥୁକିବା, ଥୁତ୍କାର କରିବା
इतर भाषांमध्ये अनुवाद :