अर्थ : ଯାହାର କୁମାରୀତ୍ବ ବା ବ୍ରହ୍ମଚର୍ଯ୍ୟ ନଷ୍ଟ ହୋଇଯାଇଛି
							उदाहरणे : 
							ନଷ୍ଟଚରିତ୍ର କନ୍ୟା ସହିତ କେହି ବିବାହ କରିବାପାଇଁ ଚାହାଁନ୍ତି ନାହିଁ
							
समानार्थी : ନଷ୍ଟଚରିତ୍ର
इतर भाषांमध्ये अनुवाद :
जिसका कौमार्य या ब्रह्मचर्य नष्ट हो चुका हो।
अवकीर्ण कन्या से कोई विवाह करना नहीं चाहता था।अर्थ : ଯେ ବ୍ୟଭିଚାର କରେ
							उदाहरणे : 
							ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
							
समानार्थी : କାମୁକ, ଦୁଶ୍ଚରିତ୍ର, ବ୍ୟଭିଚାରୀ
इतर भाषांमध्ये अनुवाद :
Not faithful to a spouse or lover.
Adulterous husbands and wives.अर्थ : ଖରାପ ବା ନିନ୍ଦନୀୟ ଚରିତ୍ରର
							उदाहरणे : 
							ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
							
समानार्थी : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ, ଭ୍ରଷ୍ଟାଚାରୀ
इतर भाषांमध्ये अनुवाद :
Unrestrained by convention or morality.
Congreve draws a debauched aristocratic society.